ଉତ୍ସାହ ଉଦ୍ଦିପନା ମଧ୍ୟରେ ଓଡ଼ିଶାରେ ଇଦ୍ ପାଳିତ

Odisha celebrated Eid with gaiety

 Published : ଓଡ଼ିଶା ସନ୍ ଟାଇମ୍ସ

/  

05-Jun-2019  

ପବିତ୍ର ରମଦାନ ମାସର ଶେଷରେ ଉତ୍ସାହ ଉଦ୍ଦିପନା ମଧ୍ୟରେ ଇଦ୍-ଉଲ-ଫିତର ଓଡ଼ିଶାରେ ପାଳିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଚା ଜଣାଇବା ସହ ପର୍ବକୁ ଆନନ୍ଦର ସହ ପାଳନ କରିବା ଏବଂ ସମାଜରେ ଭାଇଚାରାର ସମ୍ପର୍କକୁ ଅଧିକ ସୁଦୃଢ କରିବା ପାଇଁ ଆହ୍ବାନ ଦେଇଛନ୍ତି।

Other News