୧୧୮୯ କୋଟି ଟଙ୍କାର ୩ ଟି ପୁଞ୍ଜିବିନିଯୋଗ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

Odisha clears three investment proposals worth Rs 1189 crore

 Published : ଟାଇମ୍ସ ଅଫ ଇଣ୍ଡିଆ

/  

01-Jul-2017  

 ପୁଞ୍ଜିବିନିଯୋଗ ପାଇଁ ୩ ଟି ସଂସ୍ଥାରୁ ଆସିଥିବା ୧୧୮୯ କୋଟି ଟଙ୍କାର ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉକ୍ତ ପୁଞ୍ଜି ବିନିଯୋଗ ହେଲେ ରାଜ୍ୟରେ ୨୭୦୦ ନିଯୁକ୍ତିର ସୁଯୋଗ ସୃଷ୍ଟିହେବ।

Other News