ବିଶ୍ବକପ ହକି ସ୍ମାରକୀ ଡାକଟିକଟକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

CM released postage stamps to commemorate Hockey World Cup

 Published : ଓଡ଼ିଶା ସନ୍ ଟାଇମ୍ସ

/  

28-Nov-2018  

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପୁରୁଷ ହକି ବିଶ୍ବକପର ପ୍ରଥମ ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଡାକ ଓ ତାର ବିଭାଗ ପକ୍ଷରୁ ପ୍ରକାଶିତ ୫ ପ୍ରକାର ସ୍ମାରକୀ ଡାକ ଟିକଟକୁ ରାଜ୍ୟ ସଚିବାଳୟଠାରେ ଉନ୍ମୋଚନ କରିଛନ୍ତି।

Other News