ଇ-ଟେଣ୍ଡର କ୍ଷେତ୍ରରେ ଓଡ଼ିଶାକୁ ମିଳିବ ଶ୍ରେଷ୍ଠ ପୁରସ୍କାର

Odisha to get Best Performer award for e-tendering

 Published : ଓଡ଼ିଶା ସନ୍ ଟାଇମ୍ସ

/  

17-Jan-2019  

ଷ୍ଟାର୍ଟଅଫରେ ଇ-ଟେଣ୍ଡର କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶାକୁ ୨୦୧୭-୧୮ ବର୍ଷ ପାଇଁ ଶ୍ରେଷ୍ଠ ପୁରସ୍କାର ମିଳିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ  ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟ୍ବିଟର ମାଧ୍ୟମରେ ପ୍ରକାଶ କରିଛନ୍ତି।

Other News