କାର୍ତ୍ତିକବ୍ରତ କରୁଥିବା ମହିଳା ମାନଙ୍କୁ ରାଜ୍ୟ ସରକାର ପୁରୀରେ ମାଗଣାରେ ରହିବା ଓ ଖାଇବା ଯୋଗାଇ ଦେବେ।

State government to provide food, accommodation for Habishyalis

 Published : ଓଡିଶା ନିୟୁଜ ୩୬୦

/  

14-Oct-2016  

କାର୍ତ୍ତିକ ବ୍ରତ ପାଳନ କରୁଥିବା ବୟସ୍କ ମହିଳା ମାନଙ୍କୁ ରାଜ୍ୟସରକାର ପୁରୀରେ କାର୍ତ୍ତିକ ମାସରେ ମାଗଣାରେ ରହିବା ଓ ଖାଇବାର ସୁବିଧା ଯୋଗାଇ ଦେବାପାଇଁ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୧୫ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବେ।

 

Other News