ବିଜେପୁରର ବିଜେପି ନେତା ଭିଷ୍ମ ସରା‍ଫ୍ ବିଜେଡିରେ ଯୋଗଦେଲେ

Bijepur BJP leader Bhisma Sharaf Joined BJD

 Published : ଓଟିଭି

/  

18-Dec-2017  

ଉପନିର୍ବାଚନ ପୂର୍ବରୁ ବିଜେପି ଏବଂ ‍ବିଜେଡିରେ ନେତା ଓ କର୍ମିଙ୍କ ମଧ୍ୟରେ ଦଳବଦଳ ପ୍ରକ୍ରୀୟା ଚାଲିଥିବାବେଳେ ବିଜେପୁରର ବିଜେପି ନେତା ଭିଷ୍ମ ସରାଫ୍ ଏବଂ ସ୍ଥାନୀୟ ସରପଞ୍ଚ ରାଜେଶ୍ ସେଠ୍ ସେମାନଙ୍କ ସମର୍ଥକ ମାନଙ୍କ ସହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସ ଠାରେ ବିଜେଡିରେ ଯୋଗ ଦେଇଛନ୍ତି।

Other News