କେନ୍ଦ୍ରପଡାରେ ବୋଟ ଆମ୍ବୁଲାନ୍ସ ସେବାର ହେଲା ଶୁଭାରମ୍ଭ

Boat ambulance service launched in  Kendrapara

 Published : ଓଡ଼ିଶାବାଇଟ୍ସ

/  

06-Mar-2019  

କେନ୍ଦ୍ରାପଡ଼ା ଜିଲ୍ଲାରେ ପାଣିଘେରରେ ଥିବା ଗ୍ରାମବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାକୁ ଏହି ଜିଲ୍ଲାରେ ରାଜ୍ୟ ସରକାର ପ୍ରଥମ କରି ବୋଟ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି। ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପର୍ଯ୍ୟଟନ ସ୍ଥଳୀ ବତୀଘର ନିକଟରେ ପତାକା ଦେଖାଇ ବୋଟ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି।

Other News