Published : ଓଡ଼ିଶା ସନ ଟାଇମ୍ସ
21-Jan-2019
ରାଜ୍ୟ ସରକାର ଶାଳପତ୍ର ଉପରୁ ରୟାଲଟି ଛାଡ କରିଛନ୍ତି। ଏହା ଫଳରେ ରାଜ୍ୟର ୨୫ଲକ୍ଷ ଶାଳପତ୍ର ତୋଳାଳି ଉପକୃତ ହେବେ।