ଓଡ଼ିଶାରେ ବନ୍ୟା ଜନୀତ ପରିସ୍ଥିତି ପାଇଁ ଛତିଶଗଡ ଦାୟୀ : ବିଜେଡି

Chhattisgarh responsible for floods in Odisha: BJD

 Published : ଓଡ଼ିଶା ସନ୍ ଟାଇମ୍ସ

/  

29-Aug-2018  

ଓଡ଼ିଶାରେ ମହାନଦୀ ଅବବାହିକାରେ ବନ୍ୟା ଜନିତ ପରିସ୍ଥିତି ସୃଷ୍ଟି ହେବା ପାଇଁ ଛତିଶଗଡ ଦାୟୀ ବୋଲି ଦଳ ଅଭିଯୋଗ କରିଛି। ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଛତିଶଗଡ ପୂର୍ବରୁ କୌଣସି ସୂଚନା ଓଡ଼ିଶାକୁ ନଦେଇ ମହାନଦୀର ତଳ ଭାଗକୁ ବନ୍ୟାଜଳ ଛାଡିବା ଫଳରେ ଓଡ଼ିଶାରେ ବନ୍ୟା ଜନିତ ପରିସ୍ଥିତି ସୃଷ୍ଟି ହୋଇଛି।

Other News