ଗ୍ରାମାଞ୍ଚଳ ବ୍ୟାଙ୍କ ଗୁଡିକ ପାଇଁ ଇଣ୍ଟରନେଟ ଲିଙ୍କ ଯୋଗାଇବାକୁ ସରକାରଙ୍କ ନିଷ୍ପତ୍ତି

Internet link for rural banks

ଗ୍ରାମାଞ୍ଚଳରେ ବିଶେଷକରି ବ୍ୟାଙ୍କ ନଥିବା ପଞ୍ଚାୟତ ଗୁଡିକରେ କାର୍ଯ୍ୟକରୁଥିବା କୃଷି ସମବାୟ ସମିତି ଗୁଡିକ, ଜନସାଧରଣଙ୍କୁ ବ୍ୟାଙ୍କସେବା ଯୋଗାଇଦେବା ପାଇଁ, ସେମାନଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୬୨୩୪ ପଞ୍ଚାୟତ ମଧ୍ୟରୁ ୪୪୦୦ ପଞ୍ଚାୟତରେ କୌଣସି ‍ବ୍ୟାଙ୍କର ଶାଖା ନାହିଁ। ଗ୍ରମାଞ୍ଚଳରେ ବାସ କରୁଥିବା ୪୭ ପ୍ରତିଶତ ଜନସାଧାରଣ ଅର୍ଥାତ ୧.୬୫ କୋଟି ଲୋକଙ୍କ ପାଇଁ ବ୍ୟାଙ୍କ ସେବାର ସୁବିଧା ନାହିଁ।

Other News