ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣଙ୍କୁ ଅନୁକମ୍ପା ସହାୟତା ଘୋଷଣା

Ex-gratia for kin of two persons killed by mentally retarded man

 Published : ଓଡ଼ିଶା ସନ୍ ଟାଇମ୍ସ

/  

17-Jan-2019  

ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇ ଲକ୍ଷ ଟଙ୍କା କରି ଅନୁକମ୍ପା ସହାୟତା ସେମାନଙ୍କ ନିକଟ ସର୍ମ୍ପକୀୟଙ୍କୁ ପ୍ରଦାନ କରିବା ଓ ଆକ୍ରମଣରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

Other News