ରାଜ୍ୟରେ ଆଦିବାସୀଙ୍କ ଶିକ୍ଷାର ବିକାଶ କରାଯିବ

Boost for tribal education in Odisha

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

21-Dec-2016  

ଆଦିବାସୀ ବିଦ୍ୟାଳୟ ଗୁଡିକରେ ଅଧିକ ସଂଖ୍ୟକ ଚାତ୍ର ଛତ୍ରୀ ମାନଙ୍କୁ ପଢିବାର ସୁଯୋଗ ଦେବାପାଇଁ ରାଜ୍ୟରେ ଥିବା ଆଶ୍ରମ ସ୍କୁଲ ଗୁଡିକୁ ହାଇସ୍କୁଲରେ ଏବଂ ହାଇସ୍କୁଲ ଗୁଡିକୁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ୨୦୧୮-୧୯ ଶିକ୍ଷାବର୍ଷରେ ପରିଣତ କରାଯିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅନୁସୂଜିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଆଦିବାସୀ ପଡିଆରେ ଅନୁଷ୍ଠିତ ସରଗିଫୁଲ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ଶିକ୍ଷାର ବିକାଶ କରାଯାଇ ଅସାମଯସ୍ୟତାକୁ ଦୂର କରାଯାଇପାରିବ। ସେ କହିଥିଲେ ଯେ ବିଦ୍ୟାଳୟ ଗୁଡିକର ପାହ୍ୟାବୃଦ୍ଧି ହେଲେ ୧୨୦୦ ରୁ ୧୫୦୦ ଆଦିବାସୀ ଛାତ୍ର ଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିବାର ସୁଯୋଗ ଲାଭ କରିପାରିବେ। 

Other News