ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ବିମାନ ସେବା ପାଇଁ କେନ୍ଦ୍ରୀୟ ଅନୁମତି ଚାହିଁଲା ଓଡିଶା

Odisha seeks Centre’s nod for direct flight service to Dubai

 Published : ଟାଇମ୍ସ ଅଫ ଇଣ୍ଡିଆ

/  

04-May-2017  

ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦରରୁ କ୍ବାଲାଲମ୍ପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ପରେ ଏବେ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ଓଡିଶା କେନ୍ଦ୍ରର ଅନୁମତି ଲେଡିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କେନ୍ଦ୍ର କ୍ୟାବିନେଟ ସଚିବ ଙ୍କ ସହିତ  ଭିଡିଓ କନ୍ ଫରନେସିଂ ବେଳେ ଓଡିଶା ପକ୍ଷରୁ ଦାବୀ କରାଯାଇଛି।

Other News