ମୁଖ୍ୟମନ୍ତ୍ରୀ, ଜୟନ୍ତୀଙ୍କ ପାଇଁ ୧୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା

CM announces Rs 12 lakh cash reward for Jayanti

 Published : ଓଡିଶା ସନ୍ ଟାଇମ୍ସ

/  

10-Aug-2017  

ବିଶ୍ବ ପାରାଅଲମ୍ପିକ ଆଥଲେଟିକ୍ସ ଚମ୍ପିଆନସିପ୍ (ଜୁନିଅର ) ରେ ଦୁଇଟି ପଦକ ଜିତିଥିବା ପାରା ଆଥଲେଟିକ୍ ଜୟନ୍ତୀ ବେହେରାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ବିଶ୍ବ ଜୁନିଅର ପାରା ଆଥଲେଟିକ୍ସ ଚମ୍ପିଆନସିପ୍ ସୁଇଜରଲ୍ୟାଣ୍ଡର ନଟ୍ ଉଇଲ ଠାରେ ଅନୁଷ୍ଠିତ ହୋଇଥିଲା । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୟନ୍ତୀଙ୍କୁ ସମ୍ବର୍ଦ୍ଧିତ କଲାବେଳେ ପୁରସ୍କାର ଅର୍ଥ ସଂମ୍ପର୍କରେ ଘୋଷଣା କରିଥିଲେ।

Other News