ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସବୁ ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ପୋଷାକ, ନବମ ଶ୍ରେଣୀ ପିଲାଙ୍କୁ ମିଳିବ ସାଇକେଲ

CM announced free uniform for all, bicycle for class IX pupils

 Published : ଓଡିଶା ସନ୍ ଟାଇମ୍ସ

/  

05-Sep-2017  

ରାଜ୍ୟର ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ସ୍କୁଲ ପୋଷାକ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାମାନଙ୍କୁ ମିଳିବ ମାଗଣା ସାଇକେଲ ବୋଲି ଗୁରୁଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଗୁରୁ ଦିବସ ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ପୂର୍ବରୁ କେବଳ ବିପିଏଲ ପରିବାରର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ସ୍କୁଲ ପୋଷାକ ପ୍ରଦାନ କରାଯାଉଥିଲା ମାତ୍ର ଏବେ ଏପିଏଲ ପରିବାରର ଛାତ୍ର ଛାତ୍ରୀ ମାନଙ୍କୁ  ସ୍କୁଲ ପୋଷାକ ପ୍ରଦାନ କରାଯିବ।

Other News