ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏୟାର ଇଣ୍ଡିଆ ବିମାନର ବ୍ୟାଙ୍କକ୍ ଉଡାଣର ଶୁଭାରମ୍ଭ କଲେ

CM flags off Air India flight to Bangkok

 Published : ଟାଇମ୍ସ ଅଫ ଇଣ୍ଡିଆ

/  

11-Dec-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବରରୁ ସିଧାସଳଖ ବ୍ୟାଙ୍କକୁ ଯାଉଥିବା ଏୟାର ଇଣ୍ଡିଆର ପ୍ରଥମ ବିମାନକୁ ଅପରାହ୍ନ ୩ ଟା ୪୫ ରେ ପତାକା ଦେଖାଇ ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଓଡିଶା ପାଇଁ ଏହା ଏକ ଐତିହାସିକ ଦିବସ ଏବଂ ଏହି ବିମାନ ସେବା ଫଳରେ ଦକ୍ଷିଣ ଏସିଆ ରାଷ୍ଟ୍ର ଗୁହିକ ସହ ଆମର ସମ୍ପର୍କ ଅଧିକ ସୁଦୃଢହେବ।  

Other News