Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
07-Nov-2018
ରାଜ୍ୟର ୧୨ ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୪୦ ଟି ବ୍ଲକରେ ବଜାର ଭିତ୍ତିକ କୃଷି ଉତ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଦ୍ବାରା କୃଷକ ମାନଙ୍କର ଆୟ ବୃଦ୍ଧି ହେବ।