ଭୁବନେଶ୍ବରରେ ଶୁଭାରମ୍ଭ ହେଲା ‘ମୋ ସାଇକଲ’ ଯୋଜନା

Mo Cycle service launched in in Odisha capital

 Published : ଓଡ଼ିଶା ସନ୍ ଟାଇମ୍ସ

/  

26-Nov-2018  

ସାଧାରଣ ଜନତାଙ୍କ ପାଇଁ ‘ସାଇକଲ ସେବା ପ୍ରକଳ୍ପ’ ଓ ‘ମୋ ସାଇଲ ମୋବାଇଲ ଆପକୁ’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ବରରେ ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୦୦ ସାଇକଲ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ। ଏହି ସବୁ ସାଇକଲ ରାଜଧାନୀର ୧୨୦ ଟି ସ୍ଥାନରେ ମିଳିବ। ନାଗରିକ ମାନେ ମାସକୁ ସାଇକଲ ପ୍ରତି ୧୦୦ ଟଙ୍କା ଦେଇ ସାଇକଲ ବ୍ୟବହାର କରିପାରିବେ। ପ୍ରଥମ ୩୦ ମିନିଟ ମାଗଣାରେ ସାଇକଲ ଚଢିବା ପାଇଁ ମିଳିବ।

Other News