Published : ନିୟୁ ଇଣ୍ଡିଆନ ଏକ୍ସପ୍ରେସ
/16-Apr-2017
ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାର ନିର୍ବାଚିତ ପଞ୍ଚାୟତି ରାଜ ଅନୁଷ୍ଠାନର ଦଳୀୟ ପ୍ରତିନିଧି ମାନଙ୍କୁ ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟଳୟ ଠାରେ ସ୍ଵାଗତ କରିଛନ୍ତିl ସେ ପି ଆର ଆଇ ସଦସ୍ୟ ମାନଙ୍କୁ କହିଥିଲେ ଯେ ବିକାଶର ଶେଷ ପାହାଚରେ ଥିବା ଲୋକମାନଙ୍କ ପାଇଁ କାର୍ଯ୍ୟକର