ଆମ୍ବେଦକର ଜୟନ୍ତୀ : ଭାରତର ସମ୍ବିଧାନ ପ୍ରଣେତାଙ୍କୁ ମୁଖ୍ୟମନ୍ତ୍ରୀ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି

Ambedkar Jayanti: CM paid tribute to architect of Indian Constitution

 Published : ଓଡ଼ିଶା ସନ୍ ଟାଇମ୍ସ

/  

14-Apr-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ସମ୍ବିଧାନ ପ୍ରଣେତା ଭାରତରତ୍ନ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୨୮ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଆମ୍ବଦକର ଥିଲେ ସାମାଜିକ ନ୍ୟାୟ ବ୍ୟବସ୍ଥାର ଦୃଢ ସମର୍ଥକ।

Other News