ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ୯୦,୦୦୦ ୱାର୍ଡ କମିଟି ଗଠିତ

Prior to polls, Dal formed committees in 90,000 wards

 Published : ଟାଇମ୍ସ ଅଫ ଇଣ୍ଡିଆ

/  

23-Aug-2018  

 ଲୋକସଭା ଓ ବିଧାନ ସଭା ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ତୃଣମୂଳ ସ୍ଥରର ସଙ୍ଗଠନକୁ ସୁଦୃଢ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଦଳ ପକ୍ଷରୁ ରାଜ୍ୟବ୍ୟାପି ୯୦,୦୦୦ ୱାର୍ଡ କମିଟି ଗଠିତ ହୋଇଛି।

Other News