ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 22 ତମ ଏସୀଆନ୍ ଆଥଲେଟିକ୍ସ ଚମ୍ପିଆନସିପ୍ସକୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ

CM Naveen Patnaik inaugurates 22nd Asian athletics Championships

 Published : ଡିଏନଏ

/  

06-Jul-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୨ ତମ ଏସିଆନ୍ ଆଥଲେଟିକ୍ସ ଚମ୍ପିଆନସିପ୍ସକୁ ବୁଧବାରଦିନ କଳିଙ୍ଗ ଷ୍ଟାଡିୟମରେ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ। ସେ କହିଛନ୍ତିଯେ, ଏହି କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେଇଥିବା ଦେଶ ଗୁଡିକ ସହିତ ଓଡିଶାର ସମ୍ପର୍କ ଅଧିକ ସୁଦୃଢ ହେବ।

Other News