ବିଜେପୁର ଉପ ନିର୍ବାଚନରେ ଦଳର ବିଜୟ ସୁନିଶ୍ଚିନ୍ତ: ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ

Chief Minister Naveen Patnaik sure of BJD win in Bijepur by-poll

ବିଜେପୁର ଉପ ନିର୍ବାଚନରେ ଦଳର ପ୍ରାର୍ଥିଙ୍କ ବହୁ ଭୋଟରେ ବିଜୟ ସୁନିଶ୍ଚିନ୍ତ ବୋଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Other News