ହକି ବିଶ୍ବ ଲିଗ ଫାଇନାଲର ଶୁଭାରମ୍ଭ ହେଲା ଓଡିଶାର ରାଜଧାନୀରେ

Hockey World League Final began in Odisha capital

 Published : ଓଡିଶା ସନ୍ ଟାଇମ୍ସ

/  

02-Dec-2017  

କଳିଙ୍ଗ ଷ୍ଟାଡିୟମରେ ବହୁ ଆଡମ୍ବରପୂର୍ଣ୍ଣ  ଓ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ପୁରୁଷ ହକି ବିଶ୍ବ ଲିଗ୍ ର ଫାଇନାଲ ପ୍ରତିଯୋଗିତାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଉଦଘାଟନ ନେଇ ଘୋଷଣା କରିଥିଲେ। ଏହି ଲିଗରେ  ବିଶ୍ବର ଶ୍ରେଷ୍ଠ ୮ଟି  ଟିମ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଲାସର ଲାଇଟ ଶୋ ସହିତ ଚକଦେ ଇଣ୍ଡିଆ ସଙ୍ଗୀତ, ରଙ୍ଗ ବେରଙ୍ଗର ବାଣ ଏବଂ ଦର୍ଶକ ମାନଙ୍କ ଭିଡ ପରିବେଶର ବାତାବରଣକୁ ବେଶ୍  ସରଗରମ କରିଦେଇଥିଲା।

Other News