ତେଲ ଦର ବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ

BJD protest against fuel price rise

 Published : ଟାଇମ୍ସ ଅଫ ଇଣ୍ଡିଆ

/  

17-Sep-2017  

ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ସେପ୍ଟମ୍ବର ୧୮ ତାରିଖରେ ରାଜ୍ୟର ସମସ୍ତ ବ୍ଲକ ଓ ଜିଲ୍ଲାମୁଖ୍ୟାଳୟ ମାନଙ୍କରେ ୫ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି।

Other News