ମୁଖ୍ୟମନ୍ତ୍ରୀ ଢେଙ୍କାନାଳରେ ଶୁଭାରମ୍ଭ କଲେ କାଳିଆ ବୃତ୍ତି ଯୋଜନା

CM launched KALIA Scholarship

 Published : ଓଡ଼ିଶା ସନ୍ ଟାଇମ୍ସ

/  

24-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ଚାଷୀ ସମ୍ମିଳନୀରେ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ କାଳିଆ ଉପଭୋକ୍ତାଙ୍କ ପିଲାମାନଙ୍କୁ ବୃତ୍ତିଗତ ଉଚ୍ଚଶିକ୍ଷା ପାଇଁ ସରକାରୀ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ଆର୍ଥିକ ସହାୟତା ପ୍ରଦାନ କରାଯିବ।

Other News