ଦ୍ବିତୀୟଥର କ୍ଷମତାକୁ ଫେରିବା ପାଇଁ ମୋଦି ହକଦାର ନୁହନ୍ତି : ମୁଖ୍ୟମନ୍ତ୍ରୀ

Modi does not deserve second term:  CM

 Published : ଓଡ଼ିଶା ସନ୍ ଟାଇମ୍ସ

/  

14-Apr-2019  

ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟବାର କ୍ଷମତାକୁ ଫୋରିବାର ହକଦାର ନୁହନ୍ତି, ଏ କଥା ମୁଁ ବଚାରୁଛି ବୋଲି ଏକ ଘରୋଇ ଟିଭି ଚ୍ୟାନେଲର ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।  

Other News