ଓଡ଼ିଶାରେ ପୈରାଞ୍ଚଳ କର୍ମଚାରୀଙ୍କ ପାଇଁ ଲାଗୁ ହେବ ସପ୍ତମ ଦରମା କମିଶନ ସୁପାରିଶ

Odisha announced 7th pay recommendations for ULB staff

 Published : ଓଡ଼ିଶା ସନ୍ ଟାଇମ୍ସ

/  

03-Mar-2019  

ଓଡ଼ିଶାରେ ପୈରାଞ୍ଚଳ କର୍ମଚାରୀଙ୍କ ପାଇଁ ଲାଗ ହେବ ସପ୍ତମ ଦରମା କମିଶନଙ୍କ ସୁପାରିଶ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ଦରମା କର୍ମଚାରୀ ମାନଙ୍କୁ ୨୦୧୬ ଅପ୍ରେଲ ପହିଲା ଠାରୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରଙ୍କ ଦପ୍ତରରୁ ସୂଚନା ଦିଆଯାଇଛି।

Other News