ମୁଖ୍ୟମନ୍ତ୍ରୀ ୩୪ ଜଣ ଡଙ୍ଗରିଆ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ

CM felicitated  Dongria Students  for matric glory

 Published : ଓଟିଭି

/  

17-May-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାୟଗଡା ଜିଲ୍ଲାର ମାଟ୍ରିକ ପାଶ୍ କରିଥିବା ୩୪ ଜଣ ଡଙ୍ଗରିଆ ଚାତ୍ର ଛାତ୍ରୀ ଙ୍କୁ ସଚିବାଳୟଠାରେ ଏକ ସ୍ବତନ୍ତ୍ର ଉତ୍ସବରେ  ସମ୍ଭର୍ଦ୍ଧିତ କରିଛନ୍ତି।  ମୁଖ୍ୟମନ୍ତ୍ରୀ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଟାବଲେଟ ଉପହାର ଦେଇଥିଲେ।

Other News