ଓଡ଼ିଶା ନିର୍ମାଣ ଶ୍ରମିକଙ୍କ ପେନସନ୍ ଓ ସହାୟତା ରାଶିର ପରିମାଣ କଲା ବୃଦ୍ଧି

Odisha hiked pension, financial aid for construction workers

 Published : ଓଡ଼ିଶା ସନ୍ ଟାଇମ୍ସ

/  

08-Mar-2019  

ରାଜ୍ୟ ସରକର ନିର୍ମାଣ ଶ୍ରମିକଙ୍କ ମାସିକ ବାର୍ଦ୍ଧକ୍ୟ ଭତ୍ତା ଓ ବରିଷ୍ଠ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହା ଫଳରେ ରାଜ୍ୟର ହଜାର ହଜାର ଶ୍ରମିକ ଉପକୃତ ହେବେ।

Other News