କାଳିଆ ବୃତ୍ତି ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ

KALIA scholarship scheme gots cabinet nod

 Published : ଓଡ଼ିଶାବାଇଟ୍ସ

/  

23-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କାଳିଆ ବୃତ୍ତିକୁ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନାରେ କାଳିଆ ଉପଭୋକ୍ତା ପିଲାମାନଙ୍କୁ ବୃତ୍ତିଗତ ଉଚ୍ଚଶିକ୍ଷା ପାଇଁ ବୃତ୍ତି ପ୍ରଦାନ କରାଯିବ।

Other News