ରାଜ୍ୟ ଷୋଡଶ ବିଧାନସଭାର ବଜେଟ ଅଧିବେସନ ଜୁନ ୨୫ ତାରିଖରୁ ଶୁଭାରମ୍ଭ ହେବ।

Budget session of 16th Assembly from June 25

 Published : ଓଡ଼ିଶା ସନ୍ ଟାଇମ୍ସ

/  

10-Jun-2019  

ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଷୋଡଶ ବିଧାନସଭାର ବଜେଟ ଅଧିବେସନ ଜୁନ ୨୫ରୁ ଆରମ୍ଭ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଭାଷଣରୁ ଶୁଭାରମ୍ଭ ହେବ ଏହି ଅଧିବେଶନ।  ଜୁନ ୨୮ ତାରିଖରେ ରାଜ୍ୟର ୨୦୧୯-୨୦ ଆଥିକ ବର୍ଷର ପାଇଁ ବଜେଟ ଉପସ୍ଥାପିତ ହେବ ଏବଂ ଏହି ଅଧିବେଶନ କାଳରେ ମୋଟ ୩୦ ଟି କାର୍ଯ୍ୟ ଦିବସ ରହିଛି।

Other News