ବିଜେଡି ହିସାବ ଅନିୟମିତତା ସମ୍ପର୍କରେ ଅଭିଯୋଗ ଭିତ୍ତିହୀନ, ସଭାପତି ଶ୍ରୀ ପଟ୍ଟନାୟକ

Allegations of irregularities in BJDs accounts false, Shri Patnaik

 Published : ଟାଇମ୍ସ ଅଫ ଇଣ୍ଡିଆ

/  

24-Jul-2017  

ବିଜେଡିର ୨୦୧୪ ନିର୍ବାଚନ ପାଣ୍ଠିର ହିସାବରେ ଅନିୟମିତତା ସମ୍ପର୍କରେ ଅଭିଯୋଗକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଅଭିଯୋଗ ଅସତ୍ୟ,ଅଭିସନ୍ଧିମୂଳକ ଓ ଉଦ୍ୟେଶ ପ୍ରଣୋଦିତ। ଆବଶ୍ୟକ ହେଲେ ଏ ସମ୍ପର୍କରେ ଆଇନ୍ ର ସହାୟତା ନିଆଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ପଟକରିଦେଇଛନ୍ତି।

Other News