କେନ୍ଦ୍ର ନିକଟରେ ଓଡିଶାର ଦାବୀ : ମନରେଗା ବକେୟା ୬୭୬.୫୭ କୋଟି ଟଙ୍କା ଦିଅ

Odisha urged Centre for Rs 676.57 cr release to meet MGNREGA wage

 Published : ଓଡିଶା ସନ୍ ଟାଇମ୍ସ

/  

21-Dec-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନିକଟରେ ଦାବୀ କରିଛନ୍ତି ଡିସେମ୍ବର ୨୦୧୭ ସୁଧା ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମଣୀ ନିଶ୍ଚିତ ନିଯୁକ୍ତି ଯୋଜନା) ର ମଜୁରୀ ବାବଦରେ ବକେୟାଥିବା ୬୭୬.୫୭ କୋଟି ଟଙ୍କା ପ୍ରଦାନ କର। ଏହି ଅର୍ଥ ରାଜ୍ୟକୁ ମିଳିଲେ ମନରେଗା ପାଉଣା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯିବ। 

Other News