Published : ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/28-Nov-2016
ରାଜ୍ୟରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ପ୍ରାଥମିକତା ପ୍ରଦାନ କରାଯାଉଥିବା ଜିଲ୍ଲା ମାନଙ୍କରେ ଘରୋଇ ପୁଞ୍ଜି ନିବେଶ କାରୀଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୂତନ ସ୍ବାସ୍ଥ୍ୟ ନୀତି ପ୍ରଣୟନ କରିଛନ୍ତି। ପ୍ରଣୟନ କରାଯାଇଥିବା ଓଡିଶା ସ୍ବାସ୍ଥ୍ୟସେବା ପୁଞ୍ଜି ବିନିବେଶ ନୀତି-୨୦୧୬ ରେ ଲକ୍ଷ୍ୟ ହେଉଛି ଯେ, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକରୀଙ୍କୁ ସହଭାଗୀତା ଭାବେ ଗ୍ରହଣ କରି ଜନସାଧାରଣଙ୍କୁ ସୁବିଧାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ।