ଆଞ୍ଚଳିକ ବୈଷମ୍ୟକୁ ଦୂର କରିବା ପାଇଁ ୮ ଜିଲ୍ଲାରେ ହେବ ସ୍ବତନ୍ତ୍ର ବିକାଶ ପରିଷଦ

Party promised SDCs in Odisha 8 Districts

 Published : ଓଡ଼ିଶା ବାଇଟ୍ସ

/  

09-Apr-2019  

ପଶ୍ଚିମ ଓଡ଼ିଶାର ଆଠଟି ଜିଲ୍ଲା ଓ ୩ ଟି ସବଡିଭିଜନରେ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ ହେବ ବୋଲି ଦଳର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି। ଏହା ଫଳରେ ରାଜ୍ୟର ଆଞ୍ଚଳିକ ବୈଷମ୍ୟ ଦୂର ହୋଇପାରିବ ବୋଲି କୁହାଯାଇଛି।

Other News