ମୁଖ୍ୟମନ୍ତ୍ରୀ ସୂଚାଇଲେ ଓଡିଶାର ଲୋକଙ୍କ ହୀତ ପୁଞ୍ଜି ନିବେଶ ନୀତିର ମୂଳଧାରା

Chief Minister says People to be at the core of Odishas investment strategy

ପୁଞ୍ଜି ନିବେଶକୁ ଆକର୍ଷଣ କରିବା କେବଳ ରାଜ୍ୟ ସରକାରଙ୍କ ଲକ୍ଷ ନୁହେଁ, ରାଜ୍ୟକୁ ଆସୁଥିବା ପୁଞ୍ଜି ନିବେଶ ଗୁଡିକ ଲୋକଙ୍କ ନିମନ୍ତେ ନିବେଶ କରିବା ଉପରେ ଗୁରୁତ୍ବ ପ୍ରଦାନ କରବା ପୁଞ୍ଜି ନିବେଶ ନୀତିର ମୂଳଧାରା। ରାଜ୍ୟରେ ଉପଲବ୍ଧ ପର୍ଯ୍ୟାପ୍ତ ଦକ୍ଷ ମାନବ ସମ୍ବଳ  ପୁଞ୍ଜି ନିବେଶକାରୀ ମାନଙ୍କ ଲାଗି ଏକ ଉତ୍ତମ ମାନଦଣ୍ଡ ହୋଇ ପାରିବ ବୋଲି ବିଜିନେସ୍ ଷ୍ଟାଣ୍ଡାର୍ଡ ଓଡିଶା ରାଉଣ୍ଡ ଟେବୁଲ ୨୦୧୬ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Other News