ଓଡ଼ିଶାରେ ୨ ଲକ୍ଷ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପୁଞ୍ଜିନିବେଶ, ସୃଷ୍ଟି ହେବ ୨୮ ହଜାର କର୍ମ ନିଯୁକ୍ତି

Odisha clears Rs 2 lakh crore investment proposals; 28k jobs on cards

 Published : ଓଡ଼ିଶା ସନ୍ ଟାଇମ୍ସ

/  

19-Aug-2019  

ରାଜ୍ୟରେ ଦୃତ ଶିଳ୍ପାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ୨ ଲକ୍ଷ ୪ ହଜାର ୬୯ କୋଟି ଟଙ୍କାର ୫ଟି ବୃହତ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ସବୁ ପ୍ରସ୍ତାବିତ ପ୍ରକଳ୍ପ ଦ୍ଵାରା ରାଜ୍ୟରେ ୨୭,୬୪୫ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।  ରାସାୟନିକ ଓ ପେଟ୍ରୋ କେମିକାଲ୍ସ ଏବଂ ଆନୁଷଙ୍ଗିକ ଧାତୁ କ୍ଷେତ୍ରର ପ୍ରସ୍ତାବଗୁଡ଼ିକୁ ଏହି ବୈଠକରେ ଅନୁମୋଦନ କରାଯାଇଛି। 

Other News