ପଞ୍ଚାୟତିରାଜ ପ୍ରତିଷ୍ଠାନ ଓ ପୌରପାଳିକାକୁ ମିଳିବ ୪୮୦୦ କୋଟି ଟଙ୍କା

Government earmarks 4,800 crore for PRIs, ULBs

 Published : ଟାଇମ୍ସ ଅଫ ଇଣ୍ଡିଆ

/  

01-Mar-2017  

ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ପୌରପାଳିକା ଗୁଡିକୁ ୪୮୦୦ କୋଟି ଟଙ୍କା ପ୍ରଦାନ କରିବେ। ତୃଣମୂଳ ସ୍ତରରେ ଭିତ୍ତିଭୂମିକୁ ସୁଦୃଢ କରିବାପାଇଁ ସେଥି ମଧ୍ୟରୁ ୩୩୪୪ କୋଟି ଟଙ୍କାର ଅନୁଦାନ ମିଳିବ, ଯାହାକି ଏପର୍ଯ୍ୟନ୍ତ  ପଞ୍ଚାୟତିରାଜ ଅନୁଷ୍ଠାନକୁ ଏହା ସର୍ବଧିକ ଅନୁଦାନ ଅଟେ। 

Other News