ଓଡ଼ିଶାର ପଥପାର୍ଶ୍ବ ସୁବିଧା କେନ୍ଦ୍ର ଜନ ସାଧାରଣଙ୍କ ପାଇଁ ଖୋଲିଲା

Wayside amenity centres thrown opened for public in Odisha

 Published : ଓଡ଼ିଶା ସନ୍ ଟାଇମ୍ସ

/  

31-Jul-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମିତ ୩୪ ଟି ପଥପାର୍ଶ୍ବ ସୁବିଧା କେନ୍ଦ୍ରକୁ ସଚିବାଳୟରେ ଭିଡିଓ କନଫରେନସିଂରେ ଉଦଘାଟନ କରିଛନ୍ତି।

Other News