ଟିକେଟ ପାଇଁ ଆଶାୟୀଙ୍କ ଭିଡ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଠାରୁ ତଥ୍ୟ ନେଲେ ସଭାପତି

President met party observers as aspirants line up for tickets

 Published : ଓଡ଼ିଶା ସନ୍ ଟାଇମ୍ସ

/  

14-Mar-2019  

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ଟିକଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଭିଡ ବୃଦ୍ଧି ପାଇ ଚାଲିଛି। ଟିକେଟ ପାଇଁ ଦଳପକ୍ଷରୁ ଯୋରଦାର କସରତ ଚାଲିଥିବା ବେଳେ ନବୀନ ନିବାସରେ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ପର୍ଯ୍ୟବେକ୍ଷକ ମାନଙ୍କୁ ଭେଟିଛନ୍ତି।

Other News