ମାଓ ବିରୋଧୀ ଅଭିଯାନ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲା ପୋଲିସକୁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର

Anti-Maoist operation: Odisha CM announced Rs 10 lakh cash reward for cops

 Published : ଓଡିଶା ସନ୍ ଟାଇମ୍ସ

/  

18-May-2018  

ମାଓ ବିରୋଧୀ ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଓ ବଲାଙ୍ଗିର ପୋଲିସର ସଫଳତା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା କରି ପୁରସ୍କାର ଅର୍ଥ ପ୍ରଦାନ କରିବାକୁ ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Other News