ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ୩୯ ହଜାର କୋଟି ଟଙ୍କାର ବିନିଯୋଗ ସୁଯୋଗ

Rs 39K cr boost to steel sector

ଦେଶର ୨୦ଟି ବଡ ବଡ ସଂସ୍ଥା ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ୩୯୦୦୦ କୋଟି ଟଙ୍କା ବିନିଯୋଗ  କରିବା ପାଇଁ ‘ଇସ୍ପାତ କ୍ଷେତ୍ରରେ ପୁଞ୍ଜି ସାମଗ୍ରୀ ଭାରତରେ ବିନିର୍ମାଣ ସମ୍ମିଳନୀ’ରେ ୩୮ଟି ବୁଝାମଣା ପତ୍ର ଭୁବନେଶ୍ବରରେ ସ୍ବାକ୍ଷର କରିଛନ୍ତି। ଏହା ଫଳରେ ଘରୋଇ ଇସ୍ପାତ ବ୍ୟବସାୟ ଓ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ପାଇବ।

Other News