ଏସୀୟ ଦୌଡକୁଦ ଲୋଗୋ ଓ ମାସ୍କଟ୍ ଉନ୍ମୋଚିତ

Logo and mascot of Asian Athletics Championships unveiled

 Published : ଓଡିଶା ସନ୍ ଟାଇମ୍ସ

/  

08-May-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୨ ତମ  ଏସୀୟ ଦୌଡକୁଦ ଚମ୍ପିଆନସିପର ଲୋଗୋ ଓ ମାସ୍କଟକୁ ରବିବାର ଦିନ ଉନ୍ମୋଚିତ କରିଛନ୍ତି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ୍ ଠାରେ ଆସନ୍ତା ଜୁଲାଇ ୬ ତାରିଖରୁ ୯ ତାରିଖ ପଯ୍ୟନ୍ତ ଏସିୟ ଦୌଡକୁଦ ଚମ୍ପିଆନସିପ୍ ଅନୁଷ୍ଟିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁଷ୍ଠାନିକ ଭାବେ ଘୋଷଣା କରିଥିଲେ।  ଓଡିଶାର ଗହୀରମଥାକୁ  ସମୁହ ଅଣ୍ଡାଦାନ କରିବାକୁ ଆସୁଥିବା ବିଲୁପ୍ତ ପ୍ରାୟ ଅଲିଭ ରିଡ୍ଡଲେ କଇଁଛର ନାମକୁ ଭିତ୍ତିକରି ମାସ୍କଟର ନାମ ଓଲ୍ଲି ରଖାଯାଇଛି।

Other News