ଫେବୃୟାରୀ ୨୧ ଓଡିଶା ବନ୍ଦରୁ ନିବୃତ୍ତ ରହିବାକୁ ରାଜ୍ୟ ସରକାରଙ୍କ କୃଷକ ସଂଗଠନକୁ ପରାମର୍ଶ

Odisha govt urged farmers’ body to desist from bandh on Feb 21

 Published : ଓଡ଼ିଶା ସନ୍ ଟାଇମ୍ସ

/  

19-Feb-2019  

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୯ ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୨ ତାରିଖରେ ଆରମ୍ଭ ହେଉଥିବା ବେଳେ ତାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଫେବୃୟାରୀ ୨୧ରେ ଓଡ଼ିଶା ବନ୍ଦ ପାଇଁ ଦିଆଯାଇଥିବା ଡାକରାରୁ ନିବୃତ୍ତ ରହିବାକୁ ରାଜ୍ୟସରକାର ନବ ନିର୍ମାଣ କୃଷକ ସଙ୍ଗଠନକୁ ପରାମର୍ଶ ଦେଇଛନ୍ତି।

Other News