ରାଜ୍ୟ ସରକାର ଓ ଚିକାଗୋ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ବାକ୍ଷରୀତ

State Govt inks pact with University of Chicago

ରାଜ୍ୟରେ ଜ୍ଞାନ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମିଳିତ ସହଯୋଗ ପାଇଁ ରାଜ୍ୟ ସରକାର ଏବଂ ଚିକାଗୋ ବିଶ୍ବବିଦ୍ୟାଳୟ , ଭାରତରେ ଥିବା ଏହାର ଦାତବ୍ୟ ଅନୁଷ୍ଠାନ ସହ ଉଦ୍ଦେଶ୍ୟପତ୍ର ସ୍ବାକ୍ଷରୀତ ହୋଇଛି। ଓଡିଶାରେ ଜ୍ଞାନର ଆଦାନ ପ୍ରଦାନ ପାଇଁ ଭର୍ଚ୍ୟୁଆଲ ଏକାଡେମୀ ପ୍ରତିଷ୍ଠା କ୍ଷେତ୍ରରେ ଚିକାଗୋ ବିଶ୍ବବିଦ୍ୟାଳୟ ସହାୟାତ କରିବ। ପ୍ରାଚୀନ ପୁସ୍ତକ, ପତ୍ର ପତ୍ରିକା, ମୂଲ୍ୟବାନ ଦସ୍ତାବିଜ ଆଦିର ଡିଜିଟାଇଜେସନ କ୍ଷେତ୍ରରେ ସହାୟତା କରିବ ସହିତ ଶକ୍ତି, ସ୍ବାସ୍ଥ୍ୟ ସେବା , ପରିବେଶ,ଜଳ, ଓ ପରିମଳ କ୍ଷେତ୍ରରେ ହେବ ଗବେଷଣା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରୀତ ହୋଇଥିଲା।

Other News