ଜଙ୍ଗଲ ଅଧିକାର ଅଧିନିୟମ କାର୍ଯ୍ୟକାରୀ କରିବାରେ ଓଡିଶା ଅଗ୍ରଣୀ: ନବୀନ

Odisha leads in implementation of Forest Rights Act: Naveen

 Published : ଦି ନ୍ୟୁଜ ରୁମ

/  

28-Feb-2020  

ଅନୁସୂଚିତ ଜନଜାତି ମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ତଥା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ ମାଧ୍ୟମରେ ଜନଜାତିୟ ସଂସ୍କୃତିର ପ୍ରଚାର ଏବଂ ସଂରକ୍ଷଣ ପାଇଁ ରାଜ୍ୟ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Other News