ଦେଶର ଚାଷୀ ମାନଙ୍କ ହିତ ଦୃଷ୍ଟିରୁ କାଳିଆ ଯୋଜନାକୁ ସମ୍ପ୍ରସାରିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

CM appealed to PM to expand KALIA coverage

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ଚାଷୀ ମାନଙ୍କ ହିତ ପାଇଁ କାଳିଆ ଯୋଜନାକୁ ଅନ୍ୟରାଜ୍ୟ ଗୁଡିକୁ ସମ୍ପ୍ରସାରିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ପାରଳାଖେମୁଣ୍ଡିର ଗୋଷାଣୀ ବ୍ଲକର ଗୋରାବନ୍ଧ ଠାରେ ପ୍ରାୟ ୬୦ ହଜାର ଚାଷୀଙ୍କ ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀଙ୍କ ବିକାଶ କ୍ଷେତ୍ରରେ କାଳିଆ ଯୋଜନା ଅନ୍ୟ ରାଜ୍ୟ ଗୁଡିକ ପାଇଁ ଏକ ମଡେଲ। ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ମାନଙ୍କର ସମୃଦ୍ଧି ସମ୍ଭବ ହେବ।

Other News