ମୁଖ୍ୟମନ୍ତ୍ରୀ କୃଷି ପାଇଁ ସୌର ଜଳନିଧି କାର୍ଯ୍ୟକ୍ରମର କଲେ ଲୋକାର୍ପଣ

CM launched ‘Soura Jalanidhi’ for agriculture

 Published : ଓଡ଼ିଶା ସନ୍ ଟାଇମ୍ସ

/  

30-Oct-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷିକ୍ଷେତ୍ରରେ ସୌରଶକ୍ତି ବ୍ୟବହାର କରିବାକୁ ଉତ୍ସାହୀତ କରିବା ପାଇଁ ରାଜ୍ୟ ସଚିବାଳୟରେ ସୌର ଜଳନିଧି ଯୋଜନା ଏବଂ ଏହାର ୱେବ ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି।  ଯେଉଁ ଅଞ୍ଚଳକୁ ବିଦୃତ ଶକ୍ତି ଯାଇନାର୍ହି ସେସବୁ ଅଞ୍ଚଳରେ ୫ ହଜାର ସୋଲାର ପମ୍ପ ୯୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ହାରରେ ଯୋଗାଇ ଦିଆଯାଇ ୨୫୦୦ ଏକର ଜମିରେ ଜଳସେଚନ କରାଯିବ।

Other News