ମୁଖ୍ୟମନ୍ତ୍ରୀ ଏସିଆନ୍ ଆଥଲେଟିକ୍ସ ଚମ୍ପିଆନସିପ୍ ୨୦୧୭ର ୱେବସାଇଟର ଉନ୍ମୋଚନ କଲେ

CM launches website of Asian Athletics Championships-2017

 Published : ଓଡିଶା ସନ୍ ଟାଇମ୍ସ

/  

01-Jul-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଏସିଆନ୍ ଆଥଲେଟିକ୍ସ ଚମ୍ପିଆନସିପ୍ ୨୦୧୭ର ୱେବସାଇଟ www.odisha2017.gamesର ଉନ୍ମୋଚନକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏସିଆନ୍ ଆଥଲେଟିକ୍ସ ଚମ୍ପିଆନସିପ୍ ପାଇଁ ବିଭିନ୍ନ ପ୍ରସ୍ତୁତିର ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ।

Other News